ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା: ରହସ୍ୟ ଭେଦ କରିପାରୁନି ପୁଲିସ

ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ବ,କୋଟିଏ ଟଙ୍କାର ଖୋଳତାଡ଼ କରିବ ଆୟକର ବିଭାଗ ଭୁବନେଶ୍ବର: ରାଜଧାନୀରେ ମୟୂରଭଞ୍ଜର ଜଣେ ବ୍ୟବସାୟୀଙ୍କୁ ଡକାଇ କୋଟିଏ ଟଙ୍କା ଲୁଟ୍ ଘଟଣାକୁ ୪୮ ଘଣ୍ଟା ବିତିଯାଇଛି। କିନ୍ତୁ ପୂରା କାହାଣୀର ରହସ୍ୟ ଭେଦ କରିପାରି ନାହିଁ ପୁଲିସ। ଏହି ଗ୍ୟାଙ୍ଗ କେମିତି ତିଆରି ହେଲା, କେଉଁଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା, ମାଷ୍ଟରମାଇଣ୍ଡ କିଏ, ଫେରାର ଥିବା ଅପରାଧୀମାନେ ଏବେ କେଉଁଠି, କେତେଜଣଙ୍କର ସମ୍ପୃକ୍ତି ରହିଛି, … Continue reading ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା: ରହସ୍ୟ ଭେଦ କରିପାରୁନି ପୁଲିସ